କୋଲକାତା: ଆଇପିଏଲ୍ ୨୦୨୫ର ୨୧ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲଏସଜି) ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍ରେ କେକେଆର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏଲଏସଜି ଦଳ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଟଭରରେ ୩ ୱିକେଟ ହରାଇ ୨୩୮ ରନ୍ କରିଥିଲା। ଫଳରେ କେକେଆର ପାଇଁ ବିଜୟ ଲକ୍ଷ୍ୟ ୨୩୯ ରହିଥିଲା।